ଥା ଥା ପଥର ହୋଇ ଥା। ପତର ହୋଇ ଥା। ମାଟିରେ ମାଟି ତଳେ ସ୍ଥିର ଥା। ପବନରେ ଉଡୁ ଥା। କାକରରେ ପହଁରୁ ଥା।ନିଆଁ ନ ଥାଇ ବି ଧୂଆଁରେ ନିଜକୁ ନିଜେ ସେକୁ ଥା।ଥା ଥା ପଡି ଥା।ଗଡୁ ଥା। ସପନେ ସପନେ ହଜୁ ଥା।ତୋର ତୁ ଥା।ଥା ଥା।
In English;
...
କୋଉ ପୁରରେ କିଏ ରହି ଯାଉଛି କୋଉ ମାର୍ଗରେ ଜଣା ନାଇଁ। ଆଉ ବି ମତେ ଅଜ୍ଞାତ ହେ ମିତ୍ର ଲାଭହାନି ଭୋଗ ଅନୁରାଗ।ପାରୁ ନି ଜାଣି ସୁଖ ସାର।ଏଠି ଦ୍ୱାରୀ ଏ ସର୍ପ।ଦେଖ ଦେଖ ସର୍ପବଶେ ମୁଁ ତୋଷ।ଜଣା ନାଇଁ କୋଉଠି ଆରମ୍ଭ କୋଉଠି ଶେଷ!
In English;
...
The world belongs to women,
And dear, see we are here.
Our friends-all women.
They are all pulling us
...
Not known, unknown.
Poor men, not able to
Know anything.
...
No smile no fun
Time has gone
Only mute
Each one stays apart
...
Singing on the road again
With a hope to live
A fresher vibe.
And touching soul
...
I am fine,
With doors open nine.
And I am looking no one
But dance with everyone.
...
All the while looking calm,
I am safe, though, I could not
Do anything here or there
To rescue myself
...
Let me not tell
The name of games.
Let me not tell
When we would play.
...