ଏ କେଉଁ ଫୁଲ-ଖୁସିର ଜୁଆର Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏ କେଉଁ ଫୁଲ-ଖୁସିର ଜୁଆର

Rating: 5.0

ଏ କେଉଁ ଫୁଲ?
ଏ କେଉଁ ଫୁଲର ସହର?
ମୁଁ ବା କିଏ ଏଠି?
କାହାକୁ କେବେ
ପାରିଛି କି କରି ନିଜର?
ଯାହା ଯୁଆଡେ ଯାଉଛି
ଯାଉ କହି
ପାରିଛି କି ରହି ବେଧଡକ?
ମୁଁ ମୋ ମାୟାରେ ମୋହିତ
ଆଉ ହସୁଛି ମତେ ଦେଖି
ସମଗ୍ର ଜଗତ ।
ମୁଁ କଣ ନୁହଁ ଗୋଟେ ଫୁଲ?
ମତେ ଦେଖି କିଆଁ କାହା ମନରେ
ଉଠୁ ନାହିଁ ଖୁସିର ଜୁଆର?

Saturday, October 1, 2016
Topic(s) of this poem: flower
COMMENTS OF THE POEM
Subhas Chandra Chakra 01 October 2016

ବହୁତ ଅର୍ଥପୂର୍ଣ ହୋଇଛି । ମଣିଷ ଆପଣା ମାୟାରେ ବିମୋହିତ ଥିବା ଯାଏ ଅନ୍ୟର ମନରେ ଖୁସିର ଜୁଆର ଆଣନ୍ତା କେମିତି ଯେ? Thanks for sharing it. 10 for it.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success