ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର Poem by Subhas Chandra Chakra

ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର

Rating: 5.0

ଜୁଆରିଆ ବେଳାଭୂଇଁ

ମନ-ମନ,

ଦେହ-ଦେହ

ଏକାକାର କରିବାର

ଉତ୍ତାପ ଯୋଗାଏ ।


ଏକୁଟିଆ ମଶାଣି ର

ଜୂଇ ନିଆଁ,

ଦରପୋଡା-

କାଠ ଓ ଅଙ୍ଗାର

ପ୍ରଣୟ ର ଅଙ୍ଗୀକାର ଦିଏ ।।

ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର
Wednesday, December 13, 2017
Topic(s) of this poem: desire,heart love,longing,memories,nostalgia
COMMENTS OF THE POEM
Tanaya Jena 02 March 2018

ଏକୁଟିଆ ମଶାଣି ର ଜୂଇ ନିଆଁ, ଦରପୋଡା- କାଠ ଓ ଅଙ୍ଗାର ପ୍ରଣୟ ର ଅଙ୍ଗୀକାର ଦିଏ ।। Lovely poem shared. Thanks. 10+++++++++

2 0 Reply
Tanaya Jena 02 March 2018

ଏକୁଟିଆ ମଶାଣି ର ଜୂଇ ନିଆଁ, ଦରପୋଡା- କାଠ ଓ ଅଙ୍ଗାର ପ୍ରଣୟ ର ଅଙ୍ଗୀକାର ଦିଏ ।। Lovely poem shared. Thanks.

1 0 Reply
Soumya Ranjan Rout 08 January 2018

ଜୁଆରିଆ ବେଳାଭୂଇଁ ମନ-ମନ, ଦେହ-ଦେହ ଏକାକାର କରିବାର ଉତ୍ତାପ ଯୋଗାଏ । Thanks for sharing a amazing and a lovely poem sir10+++++++

2 0 Reply
Rajendra Rout 07 January 2018

ଏକୁଟିଆ ମଶାଣି ର ଜୂଇ ନିଆଁ, ଦରପୋଡା- କାଠ ଓ ଅଙ୍ଗାର ପ୍ରଣୟ ର ଅଙ୍ଗୀକାର ଦିଏ ।। Great poem sharing 💓💓💓💓

2 0 Reply
Ranjan Kumar Ghosh 17 December 2017

ମନ-ମନ, ଦେହ-ଦେହ ଏକାକାର କରିବାର so lovely azaming poem sir10++++(+

2 0 Reply
Subhas Chandra Chakra 02 January 2018

Thank you. Thanks Ranjan dear for the beautiful words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success