ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର Poem by Subhas Chandra Chakra

ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର

Rating: 5.0

ଅନାମିକା ସହର ର

ଅଜ୍ଞାତ ଗଳି ରେ

ଅସଂଲଗ୍ନ ମୂହୁର୍ତ୍ତ ରେ

ତୁମ ସାଥେ ଦେଖା ହେଲା ମୋର ।



କେଉଁ ଜନ୍ମ ଜନ୍ମାନ୍ତର

ସଂପର୍କ ସେତୁ ଟି

ତୁମ ସହ ଯୋଡିବା ର

ସଂକଳ୍ପ ଓ ଅଙ୍ଗୀକାର

ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ

ଯୋଡି ହୋଇଗଲା ।।


ସେ ଦିନ ଠୁ

ତମେ ଆଉ

ଅନ୍ୟ କେହି ନୁହଁ

ଆଉ କେବେ ପରି ବି ତ

ଅଜଣା, ଅଚିହ୍ନା ମୋତେ

ଜମା ଲାଗିନାହଁ ।।।

ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର
Wednesday, December 13, 2017
Topic(s) of this poem: desire,longing,love and dreams,love and friendship,love and life,nostalgia,soul mates
COMMENTS OF THE POEM
Ranjan Kumar Ghosh 15 December 2017

Poet's PagePoemsQuotesCommentsStatsE-BooksBiographySend Message Poems by Subhas Chandra Chakra: 531 / 595 « prev. poem next poem » ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର - Poem by Subhas Chandra Chakra ଅନାମିକା ସହର ର ଅଜ୍ଞାତ ଗଳି ରେ ଅସଂଲଗ୍ନ ମୂହୁର୍ତ୍ତ ରେ ତୁମ ସାଥେ ଦେଖା ହେଲା wow what a beautiful line sir10++++++

3 0 Reply
Suratha Kumar Rout 16 January 2018

This poem is full of deep love. Really wonderful. Thanks for sharing. 10+++++++

2 0 Reply
Rajendra Rout 07 May 2018

I agree with you Suratha

0 0
Soumya Ranjan Rout 08 January 2018

କେଉଁ ଜନ୍ମ ଜନ୍ମାନ୍ତର ସଂପର୍କ ସେତୁ ଟି ତୁମ ସହ ଯୋଡିବା ର ସଂକଳ୍ପ ଓ ଅଙ୍ଗୀକାର ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ ଯୋଡି ହୋଇଗଲା ।। Great poem shared.

2 0 Reply
D Priyanka Singh 30 June 2018

ସେ ଦିନ ଠୁ ତମେ ଆଉ ଅନ୍ୟ କେହି ନୁହଁ ଆଉ କେବେ ପରି ବି ତ ଅଜଣା, ଅଚିହ୍ନା ମୋତେ ଜମା ଲାଗିନାହଁ ।।। Great poem shared. 10+++

0 0 Reply
D Priyanka Singh 30 June 2018

ସେ ଦିନ ଠୁ ତମେ ଆଉ ଅନ୍ୟ କେହି ନୁହଁ ଆଉ କେବେ ପରି ବି ତ ଅଜଣା, ଅଚିହ୍ନା ମୋତେ ଜମା ଲାଗିନାହଁ ।।। Great poem shared. 10+++

0 0 Reply
Rajendra Rout 07 March 2018

କେଉଁ ଜନ୍ମ ଜନ୍ମାନ୍ତର ସଂପର୍କ ସେତୁ ଟି ତୁମ ସହ ଯୋଡିବା ର ସଂକଳ୍ପ ଓ ଅଙ୍ଗୀକାର ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ ଯୋଡି ହୋଇଗଲା ।। Lovely expretion

1 0 Reply
Tanaya Jena 02 March 2018

କେଉଁ ଜନ୍ମ ଜନ୍ମାନ୍ତର ସଂପର୍କ ସେତୁ ଟି ତୁମ ସହ ଯୋଡିବା ର ସଂକଳ୍ପ ଓ ଅଙ୍ଗୀକାର ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ ଯୋଡି ହୋଇଗଲା ।। A superb creation sir. Love all your poems so much. 10+++++++

1 0 Reply
Tanaya Jena 02 March 2018

କେଉଁ ଜନ୍ମ ଜନ୍ମାନ୍ତର ସଂପର୍କ ସେତୁ ଟି ତୁମ ସହ ଯୋଡିବା ର ସଂକଳ୍ପ ଓ ଅଙ୍ଗୀକାର ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ ଯୋଡି ହୋଇଗଲା ।। A superb creation sir. Love all your poems so much.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success