ଜୀବନ ମରଣ Life And Death Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ମରଣ Life And Death

1

ପକାଉଛନ୍ତି ଦ୍ୱନ୍ଦରେ ଦି ଜଣ,
ୟାଙ୍କ ଯୋଗୁଁ ହଟହଟା ଏତେସେତେ,
କହି ହେଉ ନି ସହି ହେଉ ନି,
ମୁକୁଳି ହେଉ ନି ୟାଙ୍କଠୁ କେବେ।

2

ଡେରି କର ନା
ଯାହାର ଯାହା ପ୍ରାପ୍ୟ ଦିଅ ଶୀଘ୍ର,
ବିଗିଡି ଯିବାକୁ ଦିଅ ନା ତୁମ ନିଜର ସ୍ଥିତାବସ୍ଥା।
ସମୟ ନୁହଁ କାହାର।

3

ଅତୃପ୍ତ ଆତ୍ମା ଆମେ ସବୁ, ଟିକିଏ ସ୍ନେହ ଟିକିଏ ପ୍ରେମ
ଟିକିଏ ଶ୍ରଦ୍ଧା ପାଇବାକୁ ଆଉ
ଦୁନିଆଁକୁ ନିଃସ୍ୱାର୍ଥ ସେବା ଦେବାକୁ ଆଉ
ହସମୟ ରଙ୍ଗୀନ ଫୁଲଫୁଟେଇବାକୁ।

Thursday, October 8, 2020
Topic(s) of this poem: death,life,time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success