ଆଲୁଅ ଦେଖାଇବା କଥା (Odia) To Show Light Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଲୁଅ ଦେଖାଇବା କଥା (Odia) To Show Light

Rating: 5.0

ରହିବ ସବୁଦିନ ପାଇଁ,
ନାଇଁ ତ ଯିବ ଦୃଶ୍ୟାତୀତ ହୋଇ
ସମସ୍ତେ ଏକା ସାଙ୍ଗରେ।

ଦୁଇ ରୁ ତିନି ନାଇଁ ।

ଠିକ୍ କୋଉଟା କେମିତି
ଜାଣିବାର ନାଇଁ ଉପାୟ ।

ନୂଆ ଜାଗା ନୂଆ ଆଶା
ଆସି ନି ପାଖକୁ ଏ ଯାଏ ।

ଯିବାକୁ ଚାହଁ କୋଉଠିକୁ
ମାଟିଠୁ ଉବୁରି?
ନୂଆ ପାଠ ପଢୁ ପଢୁ
ଇତିହାସ ଯାଉଛି ଚାଲି ପାଖରୁ ।

ଉଦ୍ଦେଶ୍ୟ ମହତ ରଖି
ଆଲୁଅ ଦେଖାଇବା କଥା ସଭିଙ୍କୁ ।

Friday, June 16, 2017
Topic(s) of this poem: light
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success