Swapnare
deKili mu,
Bahuta jinisha,
Bahuta loka
Aau semaane
Dabi kale
Mo rakta mo mansa
Mo hrudaya aau sabu.
Kintu mu kahili
Mu kahari nuhan.
Semane raagigale aau
Kale mate aakramana
Ebe mu dekhuchhi
Kehi nahanti ethi aau sethi
Mu nidaru padichhi uthi.
In Odia lipi or Brahmi script;
ସ୍ଵପ୍ନରେ
ଦେଖିଲି ମୁଁ
ବହୁତ ଜିନିଷନ
ବହୁତ ଲୋକ ।
ଆଉ ସେମାନେ
ଦାବି କଲେ
ମୋ ରକ୍ତ ମୋ ମାଂସ
ମୋ ହୃଦୟ ଆଉ ସବୁ ।
କିନ୍ତୁ ମୁଁ କହିଲି
ମୁଁ କାହାରି ନୁହଁ ।
ସେମାନେ ଗଲେ ରାଗି
ଆଉ କଲେ ମତେ ଆକ୍ରମଣ ।
ଏବେ ମୁଁ ଦେଖୁଛି
କାହାନ୍ତି କେହି
ଏଠି ଆଉ ସେଠି ।
ମୁଁ ନିଦରୁ ପଡିଛି ଉଠି ।
Life is nothing but a dream, wake up men and know who you are really.