Nothing about right knowledge
In the budget.
No provisions for
Necessary skills.
...
ନଦୀକୁ ଦରକାର ପାଣି,
ଫୁଲକୁ ବାସ।
ପ୍ରେମକୁ ଦରକାର ଆକାଶ,
ଜୀବନକୁ ଉଜାଣି।
...
I compose poetry
And I share
And encourage others
To share
...
ହେଉଛି ଟଳଟଳ, ସତ
ହେଉ ନି ପତିତ
ରହିଛି ଯେହେତୁ
ପାଖରେ ସତ୍ୟ।
...
No one is telling that
He will be a man.
To be a man
...
କହୁ ନି କେହି ବି
ମଣିଷଟିଏ ହେବ ସିଏ।
ମଣିଷଟିଏ ହେବାକୁ
କରିବାକୁ ହେବ କଣ
...
ମିଳିଲା କଣ?
ଥିଲା କଣ ଯେ ମିଳନ୍ତା!
ସବୁ ରୂପରେଖ ଭିତରେ
ଖାଲି ବ୍ୟଥା ଆଉ ବ୍ୟଥା।
...
ମିଳିଲା କଣ?
ଥିଲା କଣ ଯେ ମିଳନ୍ତା!
ସବୁ ରୂପରେଖ ଭିତରେ
ଖାଲି ବ୍ୟଥା ଆଉ ବ୍ୟଥା।
...