ପସନ୍ଦ ଅପସନ୍ଦରେ ନାହିଁ କିଛି,
ନାହିଁ ଥିବା ନ ଥିବାରେ।
ନାହିଁ ଆଉ ଅଛି,
...
Go or stay,
Fight or desist,
Clear or clumsy
Do whatever you like,
...
What are you all talking about
I failed to understand, dear.
But wait a minute, I am here
...
ଥିଲା କିଏ ତୁମ ଆସିବା ଆଗରୁ ପ୍ରିୟେ,
ରହିବ ପୁଣି କିଏ?
ତୁମେ ବା ଯିବ କେମିତି କେତେବେଳେ
ଆଉ ଯିବ କୋଉଠିକୁ?
...
ଆକାଶକୁ ଡରି ମାରିଲି ଲଂଫ,
ହାୟ, ପଡିଲି ଖଜୁରଗଛ ଉପରେ।
ଖଜୁରଗଛକୁ କଲି ଅଭିମାନ,
ଯାଇ ରହିଲି ଖରସି ଭିତରେ।
...
ସବୁ ଛଳନା ସବୁ ମିଛ
ସବୁ ଭଙ୍ଗା ସବୁ ହୃଦୟ ପୋଡା।
ପଳେଇଯିବା ଭଲ ଆଉ କେଉଁଆଡେ
ନ ଥିବ ଯେଉଁଆଡେ ଶବ୍ଦର ଖେଳା।
...
1.
ଇର୍ଷା ଦ୍ୱେଷ ଦୁଃଖ କ୍ରୋଧ
ନକଲି ପ୍ରେମର ସମୟ,
...