1.
ଛୋଟା ଦିଲ୍
ଧରିକରି ବଡ ହେମି
...
I thought,
And what I thought,
That is the only truth,
I am not telling to you.
...
କବି ହ, କବି ହ,
କବିଟେ ହ ବଲି
ହର୍ମିଶା କହୁଥିଲା
ମକେ ମୋର ବୁଆ,
...
ଭୁତ୍ ସଁଗେ
ଖେଲୁଥିଲା ମୋର ନାତେନ୍,
ଏଭେ ଆରୁ
ନେଇଁ ଖେଲବାରନ।
...
ମୁଁ ରୁ ଆମେ
କି ଆମେ ରୁ ମୁଁ।
ମୁଁ ଆଉ ଆମେ,
ଫରକ କଣ
...
I am for the truth
Always here.
And for the truth
...
I have no time to give
Reply to you
To all questions.
...