No reason to say
Goodbye dear,
It is time to stay
And to do all good
...
ସମୁଦ୍ର ସମୁଦ୍ର ଭାବ ଭିତରେ
ତଳ ଉପର ମୋ ନାବ,
ଚିହ୍ନିବି ଚିହ୍ନିବି ହେଉଛି ନିଜକୁ
କେମିତି କିଏ କେଉଁଆଡେ ନେବ।
...
ମାଛ ମାଛ ମାଛ
ପହଁରୁଛି ପାଣିରେ।
ଅକାତକାତ ପାଣି
କିଏ ପାରିବ ଛାଣି!
...
କିଛି ହେଲା ନାହିଁ ବୋଲି
ଲେଖିଲି କବିତା,
ନା କବିତା ଲେଖିଲି ବୋଲି
ଆଉ କିଛି ପାରିଲି ନି କରି!
...
No love, no care
Still I am there.
Time of loneliness
Time of pain,
...
To jaundiced eyes
Everything looks
Yellow, true.
...
Unique-Sridevi, All Bidaa,
Vibrant, brilliant,
Beautiful, the best,
Queen of Indian cinema.
...