ଯେତେ ଯାହା ହେଉ
ମଦୁଆ ଗଂଜୁଆ ଜାଲୁଆ ଦରୁଆଙ୍କୁ
ଅନୁମତି ନାଇଁ ତପୋବନକୁ!
...
Love and live,
All life.
Golden answer
To all.
...
ନକାରାତ୍ମକ କି ସକାରାତ୍ମକ
ଗଜାନନ ମିଶ୍ର
ପାରୁ ନି ଜାଣି
...
Let us go with
Wordsworth vocabulary
Towards truth
Creating world peace
...
ଦେଖ ଦେଖ ସୂର୍ଯ୍ୟଙ୍କୁ
ଦେଉଛି ଆଲୁଅ ମୁଁ।
ଆଉ ଦେଖ ମୋରି ଆଦେଶରେ
ଯା ଆସ କରୁଛି ପବନ ପାଣି।
...
About light and air
About earth and fire
About nature and sky
Ignorant I am here.
...
My poetry is not wrong
And it can never be wrong.
Listen to my cry and
...