ମୁଁ ମୋ ମାଆକୁ ମୁଁ ମୋ ମାଟିକୁ ମୁଁ ମୋ ଭାଇଭଉଣୀକୁ ଭଲ ପାଉଛି, ତୁମେ ହେବା କଥା ଖୁସି। କିନ୍ତୁ ଦେଖୁଛି ତୁମେ ଯାଉଛ ଦୂରେଇ। ମାଆ ମାଟିକୁ ଭଲପାଇବା ଲୋକ ଇ ଆପଣେଇନିଏ ସସାଗରାଧରା।ଜାଣ, ତୁମେ ମୋର ଅଂଶ, ଆସ ଯୋଡି ଯୋଡି ଯିବା ମଣିଷ, ଉଦାର ହେବା, ପ୍ରେମର ନାହିଁ ଯାହାଠି ଶେଷ।
...
Live with truth
And come on with
Honest intention
And enjoy life in full.
...
ନୂଆ ବର୍ଷ କୋଉଟା?
ଯୋଉଟା ବି ହେଉ
ଆସ ଦେଉଛି
ମୋ ହୃଦୟ ତୁମକୁ।
...
କାହା ପାଇଁ ମୁଁ କରୁଛି କଣ!
ନିଜ ପାଇଁ ଅବଶ୍ୟ କିଛି ବି ନୁହଁ।
ଯାଉଛି ଆସୁଛି ଶୂନ୍ୟ ଦିନ ପରେ ଦିନ।
...
କାହା ପାଇଁ ମୁଁ କରୁଛି କଣ!
ନିଜ ପାଇଁ ଅବଶ୍ୟ କିଛି ବି ନୁହଁ।
ଯାଉଛି ଆସୁଛି ଶୂନ୍ୟ ଦିନ ପରେ ଦିନ।
...