No one, nothing,
No one is lonely,
Here there or
Anywhere.
...
Love, love and life,
Life and earth,
Earth and the sky
All absolutely true.
...
No more language,
I know not my own language.
Language belongs to
...
ଆହା!
କେଡେ କେଡେ କଥାସବୁ
କୁହା ନ ଯାଉଛି!
କରା ନ ଯାଉଛି!
...
ସେ ତ ଏକ ବାସ୍ନାୟିତ ଫୁଲ
ବାସି ହୁଏ ନା ଯୋଉଟା କେବେ।
ଠିକ୍ ସମୟରେ ଠିକ୍ ଜାଗାରେ ଥାଏ
ସବୁ ଆନନ୍ଦ ଧରି ସବୁ ଆଲୁଅ ଧରି।
...