I want,
Yes I want poetry
Above everything else.
And I always choose poetry,
...
All within-
Light and darkness,
All delights-
Not in vain.
...
ଆଉ ଅଛି କି ଗାଁ?
ପ୍ରତ୍ୟେକ ଗାଁ ଏବେ ଖାଁ ଖାଁ।
ନାହିଁ ପାଣି, ଅଛି ମଦ।
ନାହିଁ ଖାଦ୍ୟ, ଅଛି ପଦ।
...
ଆଉ ଅଛି କି ଗାଁ?
ପ୍ରତ୍ୟେକ ଗାଁ ଏବେ ଖାଁ ଖାଁ।
ନାହିଁ ପାଣି, ଅଛି ମଦ।
ନାହିଁ ଖାଦ୍ୟ, ଅଛି ପଦ।
...
କବିତା ବୁଝୁ ବୁଝୁ ବିତିଯାଏ
ଜନ୍ମଜନ୍ମାନ୍ତର ××
କବିତାର ଶରୀରରେ
ନାରୀର ସମଗ୍ର ଲକ୍ଷଣ×× -କବି ଭାନୁଜୀ ରାଓ
...
1.
ହୁଏ ନି ଆଉ ଫେରି,
ଯାଇ ସାରିଲା ପରେ ଥରେ
...
ଆଲୁଅ ଦେଖିଛି,
ଆଉ ଦେଖିଛି ଅନ୍ଧାର।
ଜୀବନ ଦେଖିଛି,
ଆଉ ଦେଖିଛି ମୁର୍ଦାର।
...
Subject is life,
Understand me,
Pity of life,
And poetry is
...
ଅର୍ଥଶୂନ୍ୟ ଶବ୍ଦ,
ଅର୍ଥଶୂନ୍ୟ ଜୀବନ।
ଭଦ୍ର ଆଉ ସଫେଦ,
ଘୋଡା ଆଉ ଗଧ
...