ନିଜକୁ ସୁରକ୍ଷିତ ସ୍ଥାନରେ ରଖି ଯୁଦ୍ଧ କଲେ
ସଫଳତା ମିଳିବା ଆଶା ଦୂରେଇ ଯାଏ।
ଖୋଲାଖୋଲି ମଇଦାନରେ ଠିଆ ହେବାକୁ ହୁଏ
...
ଇଏ କଣ?
ବାରମ୍ୱାର ବାରମ୍ୱାର ମତେ
ଜବରଦସ୍ତ ଆଘାତ କରୁଛି କିଆଁ
ଯେତେ ଯେତେ ଯାଉଛି
...
And I know
You are not
On the side of
The truth
...
Without knowledge
A human is like
An animal
Rightly said.
...