For this and
For that, always
I am not available.
...
Write, write,
Experience life
And write.
Writing is life,
...
Forgetting is problem,
But not living
Or leaving.
...
ସର୍ତ କଣ କବିତାର?
କାହାକୁ ନେଇ ବଂଚେ କବି?
ନିଶ୍ଚୟ ଜାଣିଛ ଯଦି କହ,
ନାଇଁ ଯାଅ, ଶୋଇ ରହ
...
Control,
Control yourself,
Dear poet,
Control yourself.
...
ଯଦି ବିଶ୍ୱାସ କରିବେ
ଗଜାନନ ମିଶ୍ର
ସତ୍ୟାନନ୍ଦ ଯେ ସବୁବେଳେ
...
ଷଣ୍ଢା ଶକଟା ଧେନୁକା ବକା
ଗଜ ଅଶ୍ୱ ତ୍ରୋଣା ବ୍ୟୋମା ଅଘା
ସମସ୍ତେ କଂସ ସହିତ
ଶୋଷିବାରେ ବ୍ୟସ୍ତ ରାଜ୍ୟର ରକ୍ତ,
...