ହଜିଗଲା କବିତା,
ନେଇଁ ପଚର କେନ ହଜଲା,
କେନ୍ତାକରି ହଜଲା,
କବିତା କାଣା ଆଏ?
...
ଚାଏରଟା ଛୁଆ ଆରୁ କବିତା ଲେଖା
ଗଜାନନ ମିଶ୍ର
ଶଲା, କୁଲିହା ଛୁଆଟେ କହୁଛେ-
...
ଖିଆଲ କଲା
କବି ଖିରସିଧୁଁ
ମାମୁର ଝିକେ,
ବାଧଲା କାଁ ଜେ
...
1
ଗୋଟିଏ ପତ୍ର, ଗୋଟିଏ ଗୋଡି,
ଗୋଟିଏ ବାଡି, ଗୋଟିଏ ଚୂଡି,
...
ଗୋଟିଏ ପତ୍ର, ଗୋଟିଏ ଗୋଡି,
ଗୋଟିଏ ବାଡି, ଗୋଟିଏ ଚୂଡି,
କୋଉଟା ତୁମର ପସନ୍ଦ,
ଜଲଦି କହ।
...
Loading life
Is going on,
See and enjoy
All around.
...