For this and
For that, always
I am not available.
...
ଅଦ୍ଭୁତ,
ରୋମହର୍ଷଣକର,
ଏଠାକାର ଏତେ ଶବ୍ଦ,
ଏଠାକାର କଥୋପକଥନ।
...
ଆସିଥିଲା କିଏ ଜାମୁଗଛ ପାଖକୁ ଆଉ କଲା କଣ
ନୁହଁ କାହାକୁ ଅଛପା।
ଭୟ କୋଉଥିପାଇଁ ପୁଣି କିଆଁ କହୁ ନି କିଏ
...
ଆଏଲ, ରହେଲ, ମିଶଲ,
ଖାଏଲ ଝୁରିରେ ଶିକାରରେ,
ପି ଲ ପାଏନ ଫଲରସ,
ଶୁଇଲ ଢବାଘରେ, ଦେଖଲ ଚାହେଁଲ।
...
Stand by me, stand by me,
Come and stand by me.
I am here to give
So many things, so many things.
...
To peruse the things
Thoroughly, give me
A chance.
...