ହୋଇ ନି କୁହା ବହୁତ କିଛି,
ହୋଇ ନି କୁହା ଚାଉଳରୁ ହେଲା କେମିତି ଭାତ,
ଆଉ ଭାତରୁ ହେଲା କେମିତି ଚାଉଳ ପୁଣି।
କୁହା ହୋଇ ନି ବହୁତ କିଛି,
...
ଯାହା ବି ହୋଇଛି
ହୋଇଛି କୁହା,
ଆଉ ଯାହା ହୋଇ ନି
ହେବ କୁହା
...
Life,
At every moment,
Faces so many
Beginnings.
...
In the sunlight,
Let us celebrate life.
And what is life
If not sunlight itself
...
I want to follow
My own principles
My own design
My own pattern.
...
The very first question
You have to put
For what the war,
And for what we are.
...
କାହାକୁ କୋଉ କଥା କହିବ କେମିତି
ଆଉ କିଏ କେତେବେଳେ କଣ ବୁଝି
କଣ ବସିବ କରି କିଏ ଜାଣିଛି ଆଉ
ଜାଣିଲାବେଳକୁ ନା ଥିବ ଏମିତି ଆଜି!
...
Unfortunately I am,
Unfortunately I am living,
Living here in this world,
In this world with you.
...
Never say friends
I am tired and lost.
Never say friends
Dark is there everywhere.
...