କଳା ଶ୍ରୀମୁଖ କମଳ ପାଦେ
କଳାକଳା ଡୋଳାତୋର
କରୁଣାରେ ଜର ଜର
କଳାଶ୍ରୀମୁଖେଫୁଟେ ଦ୍ୟୁତି
କୃପାବାରି ବରଷଇ ଭକ୍ତ ଜନ ପ୍ରତି!
କିସୁନ୍ଦରଆହାଦିଶେ ଝଟଝଟ
କିରୀଟସୁଶୋଭିତଶ୍ରୀମୁଖଅମୃତ,
କୁଞ୍ଜବନେରଚିଥିଲୁ ନାନା ରାସ, ନାନା ପ୍ରୀତି
କିକାରଣେଆଦରେବରିନେଲୁ, ନୀଳକନ୍ଦରେ
ତୋର ସ୍ଥିତି!
କିଛିଅଛିନିଶ୍ଚୟତୋର ଅଭେଦ୍ୟ ପ୍ରୀତି,
ଅମାପକରୁଣାତୋରଭକ୍ତ ଜନପ୍ରତି,
କେତେନୃପ କେତେ ନରପତି,
କେତେ ସାଧୁ, କେତେ ପଣ୍ଡିତ ଯଶସ୍ବୀ,
କୃପାତୋର ଲଭି, ପାଇଛନ୍ତି ଅମୃତ ଜୀବନ,
କର କରୁଣାମୋପାଇଁ
ତୋଦୟାରେ, କ୍ଷୁଦ୍ର ମୁହିଁ
ମୋ କର୍ମରେମୁଁହୁଏ ମହାନ!
Part - 2 କରିଛନ୍ତି। ଏହା ଆପଣଙ୍କ ସୃଜନୀର ଏକ ସୁନ୍ଦର କବିତା। (God's grace is much valuable. Kings, saints, bards and many common people become great by getting grace from him. A brilliant devotional poem is astutely composed in odiya language and shared amazingly. Thanks for sharing.)
Part - 1 କିଛିଅଛିନିଶ୍ଚୟତୋର ଅଭେଦ୍ୟ ପ୍ରୀତି, ଅମାପକରୁଣାତୋରଭକ୍ତ ଜନପ୍ରତି, କେତେନୃପ କେତେ ନରପତି, କେତେ ସାଧୁ, କେତେ ପଣ୍ଡିତ ଯଶସ୍ବୀ, କୃପାତୋର ଲଭି, ପାଇଛନ୍ତି ଅମୃତ ଜୀବନ, .........ବାସ୍ତବିକ ଏହା ନିରାଟ ସତ୍ୟ, ଭଗବାନଙ୍କ କରୁଣାରୁ କେତେ ରାଜା, ପଣ୍ଡିତ, ସାଧୁ ଅମୃତ ଜୀବନ ଲାଭ
This poem has not been translated into any other language yet.
I would like to translate this poem
A great description about Lord Jagannatha. Thanks for sharing.
Thank you so much Suratha Kumar Rout for your appreciation.I have read some of your beautiful compositions and will come back to read again.