ଖେଳତୋର ଖେଳୁଥିବି Poem by Bharati Nayak

ଖେଳତୋର ଖେଳୁଥିବି

Rating: 5.0

ଖେଳତୋର ଖେଳୁଥିବି

ଖେଳ ରଚିଲୁନାନାରଙ୍ଗେଭାବଗ୍ରାହୀ
ଖଳପ୍ରକୃତି ହିଂସ୍ରରାକ୍ଷସ କଲୁଧରାଶାୟୀ
ଖିରସାଗରେସହସ୍ରଫଣାଟେକିଯେ ଅନନ୍ତନାଗ
ଖୁସି ରେନିଦ୍ରାଯାଇଛୁତା କୋଳେ, ଜଗତନାଥ
ଖେଳାଉଛୁ ତୁ ସଭିଙ୍କୁ ତୋଇଛା ମତେ,
ଖେଳିବି ତୋ ଇଛାରେଯେତେକ୍ଷଣଥିବି ଏଜଗତେ
ଖୁସି ମୋର ଅପାର, ତୋ ହାତେଖେଳିବାର
ଖେଳୁଛି, ଖେଳୁଥିବି ତୋ ସାଥେ ବାରବାର I
ଭାରତୀ ନାୟକ

ଖେଳତୋର ଖେଳୁଥିବି
Sunday, October 20, 2019
Topic(s) of this poem: spiritual
COMMENTS OF THE POEM
Kumarmani Mahakul 09 June 2020

ଏହି କବିତା ଭାରି ମଧୁର ଓ ଚମତ୍କାର ହୋଇଛି । ଜଗତର କର୍ତ୍ତା ସେହି ଭାବଗ୍ରହିର ଲୀଳା ଅତ୍ୟନ୍ତ ଚମକପ୍ରଦ । ତାଙ୍କର ଭାବରେ ଆମ୍ଭେ ବନ୍ଧା ।ଏହି କଥା ନିତ୍ୟାନ୍ତ ସତ୍ୟ କଥା । ତାଙ୍କର ପ୍ରଭାବରେ ସବୁ କଉଛି କୁଶଳ ହୋଇଥାଏ । ଅସୁରଗଣ ତାଙ୍କର ନାମ ଶୁଣିଲେ ଛତ୍ରଭଙ୍ଗ ଦେଇଥାନ୍ତି । ଏହି କବିତା ଟି ହୃଦୟାୟ କୁ ଛୁଇଁ ଯାଉଛି । ଆମ୍ଭେ ଏହା ପଢି ପ୍ରୀତ ହେଲୁ ।

0 0 Reply
Kumarmani Mahakul 25 October 2019

ଖେଳାଉଛୁ ତୁ ସଭିଙ୍କୁ ତୋଇଛା ମତେ, ଖେଳିବି ତୋ ଇଛାରେଯେତେକ୍ଷଣଥିବି ଏଜଗତେ ଖୁସି ମୋର ଅପାର, ତୋ ହାତେଖେଳିବାର ଖେଳୁଛି, ଖେଳୁଥିବି ତୋ ସାଥେ ବାରବାର I....nirata sata katha. E sansara bhagabananka ichha mate chalichhi. Bahut sundara bhabe o hrudayasparshee bhabe apana barnana karichhanti. { A beautiful spiritual poem has been so touchingly and nicely delineated by you dear Bharati madam, Thanks for sharing.}

0 0 Reply
READ THIS POEM IN OTHER LANGUAGES
Close
Error Success