ମୁଁ କବିତା
ମୋର ଆରମ୍ଭ ଅବା ଶେଷ ନାହିଁ
କେଉଁ ଅତଳତଳ ସମୁଦ୍ର
ଅବା ମହାଶୂନ୍ୟରେ ମୁଁ ଘୁରି ବୁଲୁଥାଏ
କେଉଁ ସ୍ରଷ୍ଟାର ଇଛାଶକ୍ତି ର
ପ୍ରବଳ ଆକର୍ଷଣରେ
ମୁଁ ଜନ୍ମ ଲଭେ
ମୁଁ ଶବ୍ଦର ମୁକ୍ତା ହୋଇ ଖସିପଡେ
ପଙ୍ତି(pangti) ର ମାଳା ହୋଇ
ଲମ୍ବି ଯାଏ ପୃଷ୍ଠା ପରେ ପୃଷ୍ଠା
ମୁଁ ସୃଷ୍ଟି କରେ ମହାକାବ୍ୟର ସମୁଦ୍ର
ଯୁଗ ପରେ ଯୁଗ
ମୁଁ ପ୍ରବାହିତ ହୋଇ ଆସେ
କାବ୍ୟର ନଦୀ ହୋଇ
ମାନବ ଚେତନାରେ
ମୂଲ୍ୟବୋଧର ଦ୍ରୁମ ହୋଇ I
It's a lovely feeling for a " POET" . Thankyou for sharing M'am such a beautiful poem. Rated 10++
Fantastic expression. I cite...ମୁଁ ସୃଷ୍ଟି କରେ ମହାକାବ୍ୟର ସମୁଦ୍ର ଯୁଗ ପରେ ଯୁଗ ମୁଁ ପ୍ରବାହିତ ହୋଇ ଆସେ କାବ୍ୟର ନଦୀ ହୋଇ ମାନବ ଚେତନାରେ ମୂଲ୍ୟବୋଧର ଦ୍ରୁମ ହୋଇ I It is really a beautiful poem on " Kabita" (poem) having an impressive inscription. Appreciated.
This poem has not been translated into any other language yet.
I would like to translate this poem
He pujya kabayatri, Taba lekhanire srusti hue Hridaya monohara, amrutabola Hasya pradayini abhula kavita. Ketebele aba hrudya sparshi Dukada kavita aba Bibhunka barata. Mulyabodhara e kavita bahuta sundara. Sukriya. Om Shanti.