ମୋ ଆଖି Poem by Bichitra Anand

ମୋ ଆଖି

Rating: 1.0

ଆଜି ଏଇ ନିଝୁମ
ଝଡ ବରଷାର ରାତିଟାକୁ
ଲୋଟେଇଦେଇଛି
ତୋ ବିଛାହୋଇଥିବା
ପଣତ କାନିରେ
ଅପଲକ ନେତ୍ରମୋର
ଚାହିଁଛି
ଅଲରା କେଶରାଶିର ସନ୍ଧିରେ
ଝାଳେଇ ମୁଜି ପଡି ଥିବା
ତୋ ଦୁଇ ଆଖି ଅଭ୍ୟନ୍ତରକୁ
ବୋହିଚାଲି ଥିବା
ଅନନ୍ତ ସ୍ୱପ୍ନର ଗଙ୍ଗାକୁ I

Tuesday, May 28, 2019
Topic(s) of this poem: night
COMMENTS OF THE POEM
Prabhata Kumar Sahoo 10 January 2023

ଆଖିରେ ସ୍ବପ୍ନ, ଅଲରା କେଶ ରାଶିର ଫାଙ୍କରେ .....ବାଃ

0 0 Reply
Bichitra Anand 31 May 2019

Cyclone brings disaster to one's dream but reconstruct another

0 0 Reply
Bharati Nayak 29 May 2019

ଅପଲକ ନେତ୍ରମୋର ଚାହିଁଛି ଅଲରା କେଶରାଶିର ସନ୍ଧିରେ ଝାଳେଇ ମୁଜି ପଡି ଥିବା ତୋ ଦୁଇ ଆଖି ଅଭ୍ୟନ୍ତରକୁ ବୋହିଚାଲି ଥିବା ଅନନ୍ତ ସ୍ୱପ୍ନର ଗଙ୍ଗାକୁ I - - - - Beautiful poetic expression!

3 0 Reply
Bichitra Anand 31 May 2019

ଅନେକ ଅନେକ ଧନ୍ୟବାଦ

0 0
Bharati Nayak 29 May 2019

ଅପଲକ ନେତ୍ରମୋର ଚାହିଁଛି ଅଲରା କେଶରାଶିର ସନ୍ଧିରେ ଝାଳେଇ ମୁଜି ପଡି ଥିବା ତୋ ଦୁଇ ଆଖି ଅଭ୍ୟନ୍ତରକୁ ବୋହିଚାଲି ଥିବା ଅନନ୍ତ ସ୍ୱପ୍ନର ଗଙ୍ଗାକୁ I - - - - Beautiful poetic expression!

0 0 Reply
Bichitra Anand 31 May 2019

ବାତ୍ୟା ସ୍ବପ୍ନ ଭାଙ୍ଗେ ଓ ଗଢେ - ଆଖିର ଅଭ୍ୟନ୍ତରେ

0 0
Bharati Nayak 29 May 2019

ଅପଲକ ନେତ୍ରମୋର ଚାହିଁଛି ଅଲରା କେଶରାଶିର ସନ୍ଧିରେ ଝାଳେଇ ମୁଜି ପଡି ଥିବା ତୋ ଦୁଇ ଆଖି ଅଭ୍ୟନ୍ତରକୁ ବୋହିଚାଲି ଥିବା ଅନନ୍ତ ସ୍ୱପ୍ନର ଗଙ୍ଗାକୁ I - - - - Beautiful poetic expression!

0 0 Reply
READ THIS POEM IN OTHER LANGUAGES
Close
Error Success