ସଂଗୀତ ମୁଖର
କରୁଥିଲ ମୋର
ନିରସ, ନିଥର ମନ ।
ଜୁଆରିଆ ନଈ
ମୋର ଏ ହୃଦୟ
ହେଲା ଶୁଖି ଜଳହୀନ ।।
ପୁନେଇଁ ରାତି ର
ନୀଳ ଜୋଛନା ରେ
ଏବେ ବି ତୁମରି ହସ-
ଖାଲି ଖାଲି ଏଇ
ମନ ପାନ୍ଥଶାଳା
କାନ୍ଥ ରେ ନିରାଶା-ବିଷ ।।
ଖାଲି ଖାଲି ଏଇ ମନ ପାନ୍ଥଶାଳା କାନ୍ଥ ରେ ନିରାଶା-ବିଷ ।। Amazing line in such a lyrical poem. Love it. 10++++
ସଂଗୀତ ମୁଖର କରୁଥିଲ ମୋର ନିରସ, ନିଥର ମନ । ଜୁଆରିଆ ନଈ ମୋର ଏ ହୃଦୟ ହେଲା ଶୁଖି ଜଳହୀନ ।। It is written in the sad memoir of your separation from Sanju? Pain of heart well expressed. Thanks. 10++++
ଖାଲି ଖାଲି ଏଇ ମନ ପାନ୍ଥଶାଳା କାନ୍ଥ ରେ ନିରାଶା-ବିଷ ।। Amazing line in such a lyrical poem. Love it. 10++++
ଜୁଆରିଆ ନଈ ମୋର ଏ ହୃଦୟ ହେଲା ଶୁଖି ଜଳହୀନ ।। Tides of river of heart retreated with her going away and it became empty. Nicely penned. 10+++
ସଂଗୀତ ମୁଖର କରୁଥିଲ ମୋର ନିରସ, ନିଥର ମନ । ଜୁଆରିଆ ନଈ ମୋର ଏ ହୃଦୟ ହେଲା ଶୁଖି ଜଳହୀନ ।। Great poem sharing.i loved it.....10++++*******
ଖାଲି ଖାଲି ଏଇ ମନ ପାନ୍ଥଶାଳା କାନ୍ଥ ରେ ନିରାଶା-ବିଷ ।। Nicely penned lyrical poem. 10+++
ଜୁଆରିଆ ନଈ ମୋର ଏ ହୃଦୟ ହେଲା ଶୁଖି ଜଳହୀନ ।। Tides of river of heart retreated with her going away and it became empty. Nicely penned. 10+++++
This poem has not been translated into any other language yet.
I would like to translate this poem
ପୁନେଇଁ ରାତି ର ନୀଳ ଜୋଛନା ରେ ଏବେ ବି ତୁମରି ହସ- ଖାଲି ଖାଲି ଏଇ ମନ ପାନ୍ଥଶାଳା କାନ୍ଥ ରେ ନିରାଶା-ବିଷ ।। A great lyrical poem.10+++++