ପାନ୍ଥଶାଳା-008 (Pantha Shala-08/Odia Poem) Poem by Subhas Chandra Chakra

ପାନ୍ଥଶାଳା-008 (Pantha Shala-08/Odia Poem)

Rating: 5.0

ଗଦା ଗଦା ଏଇ

ଶୁଖିଲା ପତରେ

ବାସୀ ବିଛଣା ର ଦାଗ,

ଦିନେ ଥିଲା ସେ ତ

କଞ୍ଚା କଞ୍ଚା ଛୁଆଁ-

ମିଳନ ର ଅନୁରାଗ ।।


ପବନେ ପବନେ

ତୁମ ଦେହ ଗନ୍ଧ

ମତୁଆଲା କରୁଥିଲା

ଆଜି ଅଛି ଦେହ,

ହେଲେ ଛାତି ତଳ-

ଶୂନ୍ୟତା ର ପାନ୍ଥଶାଳା ।।

ପାନ୍ଥଶାଳା-008 (Pantha Shala-08/Odia Poem)
Monday, September 25, 2017
Topic(s) of this poem: loneliness,lonely,love,love and art,love and dreams,love and friendship,love and life,old memory
COMMENTS OF THE POEM
Alina Kaikeyi 26 September 2017

ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। Beautiful,10+++++

4 0 Reply
Seema Sharma Rimi 27 September 2017

ଗଦା ଗଦା ଏଇ ଶୁଖିଲା ପତରେ ବାସୀ ବିଛଣା ର ଦାଗ, ଦିନେ ଥିଲା ସେ ତ କଞ୍ଚା କଞ୍ଚା ଛୁଆଁ- ମିଳନ ର ଅନୁରାଗ ।। Beautiful poem sir, a great imagery too. 10+++

4 0 Reply
Rajendra Rout 29 November 2017

ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। Beautiful,10++++

0 0 Reply
D Priyanka Singh 29 September 2017

ପବନେ ପବନେ ତୁମ ଦେହ ଗନ୍ଧ ମତୁଆଲା କରୁଥିଲା ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। ପବନେ ପବନେ ତୁମ ଦେହ ଗନ୍ଧ ମତୁଆଲା କରୁଥିଲା ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। Beautiful lyrical poem. 10++++

1 0 Reply
Anita Aparajita Das 28 September 2017

ଗଦା ଗଦା ଏଇ ଶୁଖିଲା ପତରେ ବାସୀ ବିଛଣା ର ଦାଗ, ଦିନେ ଥିଲା ସେ ତ କଞ୍ଚା କଞ୍ଚା ଛୁଆଁ- ମିଳନ ର ଅନୁରାଗ ।। Great poem, thanks Subhas for the lyrics within. 10+++

2 0 Reply
Sabita Sahoo 27 September 2017

ପବନେ ପବନେ ତୁମ ଦେହ ଗନ୍ଧ ମତୁଆଲା କରୁଥିଲା ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। Great poem on love. 10+++

3 0 Reply
Sanjukta Sahoo 27 September 2017

ପବନେ ପବନେ ତୁମ ଦେହ ଗନ୍ଧ ମତୁଆଲା କରୁଥିଲା ଆଜି ଅଛି ଦେହ, ହେଲେ ଛାତି ତଳ- ଶୂନ୍ୟତା ର ପାନ୍ଥଶାଳା ।। What a great passion expressed. Well done. Thanks. 10++++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success