ବର୍ଷା -01 (Songs Of Rains- 01 / Odia Poem) Poem by Subhas Chandra Chakra

ବର୍ଷା -01 (Songs Of Rains- 01 / Odia Poem)

Rating: 5.0

ନାରୀ ମନ-

ଓଦା ଭୂଇଁ..

ପଚ ପଚ କରୁଥିବା

ଅସରାଏ ଈର୍ଷା ପରି

ଅବୁଝା କିଶୋରୀ ଟିଏ

ତୁ-

ତୁ ବର୍ଷା ।।

Tuesday, February 13, 2018
Topic(s) of this poem: rains
POET'S NOTES ABOUT THE POEM
Poems written during 1990 to 1995.
COMMENTS OF THE POEM
Bhagabat prasad hotta 03 November 2018

ବର୍ଷା ଋତୁର ପରିବେଶ ଅତ୍ୟନ୍ତ ଲୋଭନୀୟ ଓ ସୁନ୍ଦର ଅଟେ......

0 0 Reply
Prativa Rani 14 February 2018

ନାରୀ ମନ- ଓଦା ଭୂଇଁ.. ପଚ ପଚ କରୁଥିବା ଅସରାଏ ଈର୍ଷା ପରି ଅବୁଝା କିଶୋରୀ ଟିଏ A lovely analogy between woman and rain. 10++++++

0 0 Reply
Sanjukta Sahoo 14 February 2018

ଅସରାଏ ଈର୍ଷା ପରି ଆବୁଝା କିଶୋରୀ ଟିଏ ତୁ- ତୁ ବର୍ଷା ।। Beautiful analogy.10

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success