ବରଷା ର ଗୀତ -02 (Songs Of Rain-02) Poem by Subhas Chandra Chakra

ବରଷା ର ଗୀତ -02 (Songs Of Rain-02)

Rating: 5.0

ଝରକା ର ରେଲିଂ ବାହାରେ

ଝଲମଲ

ବିଜୁଳି ର ଗାରେ

କଳା ମେଘ ଆର ପାଖୁଁ

ତୁମ ଆଖି

ଦୁଷ୍ଟାମି ରେ ଭରା

ଚମକାଇ ଦିଏ,

ଥରେ ଛାତି ।


ଏ ବେଳା ରେ

କେହି ଅବା

ଗାଉ ଥାଏ

ଭିତରେ ଭିତରେ

ମେଘ ଦୂତ ସୁରେ ଭିଜା

ପ୍ରଣୟ ଆରତୀ ।।

Monday, November 9, 2020
Topic(s) of this poem: love and dreams,love and life,rains,songs of life
COMMENTS OF THE POEM
Prativa Rani 05 December 2020

ଏ ବେଳା ରେ କେହି ଅବା ଗାଉ ଥାଏ ଭିତରେ ଭିତରେ ମେଘ ଦୂତ ସୁରେ ଭିଜା ପ୍ରଣୟ ଆରତୀ ।। An excerpt from the great Meghadootam by KaliDas?

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success