ଅୟୁତ ଯୁଗର
ସାଇତା ସପନ,
ଅନ୍ତର ବେଦନା
ଗୀତ ରେ ପାରେନା କହି ।
ଅନେକ ରାତି ର
ଅବୁଝା ସପନ
ସପନ ପାଲଟେ,
ସକାଳ ପାରେନା ଛୁଇଁ ।।
ସପନ ପାଲଟେ, ସକାଳ ପାରେନା ଛୁଇଁ ।। Quite lyrical and beautiful poem.10 marks for it. Thanks for the poem 10++++
ଅୟୁତ ଯୁଗର ସାଇତା ସପନ, ଅନ୍ତର ବେଦନା ଗୀତ ରେ ପାରେନା କହି । Beautiful lines in a great lyrical poem. Nicely wwritten. Thanks poet for sharing the beautiful poem. 10 for
ଅନେକ ରାତି ର ଅବୁଝା ସପନ ସପନ ପାଲଟେ, ସକାଳ ପାରେନା ଛୁଇଁ ।। Quite lyrical and beautiful poem.10 marks for it. Thanks for the poem in Odia.
ଅନେକ ରାତି ର ଅବୁଝା ସପନ ସପନ ପାଲଟେ, ସକାଳ ପାରେନା ଛୁଇଁ ।। Love your words so nicely written sir. 10+++
ଅନେକ ରାତି ର ଅବୁଝା ସପନ ସପନ ପାଲଟେ, ସକାଳ ପାରେନା ଛୁଇଁ ।। କେଡେ ସୁନ୍ଦର ହୋଇଛି ଏଇ କବିତା ଟି, ବହୁତ ଭଲ ଲାଗିଲା । Thank you for sharing the beautiful lyrical poem.10
Thanks Sabita for the beautiful remarks on the poem.