ଅଥଚ
ତୋ ନ ଆସିବା ନେଇ
କେତେ ମୁହଁ, ପେଟ ଶୁଖିଯାଏ,
ଭାତ ହାଣ୍ଡି କଳାହାଣ୍ଡି ହୁଏ ।।
ଅହରହ ହସ ଖୁସୀ
ବୋହି ପଡୁଥିବା-
ନାଚି ନାଚି,
କୁଳୁ କୁଳୁ ଗୀତ ଗାଇ
ଝରି ଯାଉଥିବା
ଚଗଲି ଝିଅ ଟା
ପକ୍ଷାଘାତ ଭୋଗେ,
ଅକାଳ ରେ
ମଲା ଶବ ପରି
ପଡିରହେ ।।
ଅଥଚ ତୋ ନ ଆସିବା ନେଇ କେତେ ମୁହଁ, ପେଟ ଶୁଖିଯାଏ, ଭାତ ହାଣ୍ଡି କଳାହାଣ୍ଡି ହୁଏ ।। A heart-touching odia poem. I liked to read. 10+++++
ଅଥଚ ତୋ ନ ଆସିବା ନେଇ କେତେ ମୁହଁ, ପେଟ ଶୁଖିଯାଏ, ଭାତ ହାଣ୍ଡି କଳାହାଣ୍ଡି ହୁଏ ।। - - - - - - - Heart touching write, thanks for sharing.
ଅଥଚ ତୋ ନ ଆସିବା ନେଇ କେତେ ମୁହଁ, ପେଟ ଶୁଖିଯାଏ, ଭାତ ହାଣ୍ଡି କଳାହାଣ୍ଡି ହୁଏ ।। Lovely poem sharing.i really enjoy this beautiful poem
ଅହରହ ହସ ଖୁସୀ/ବୋହି ପଡୁଥିବା-/ନାଚି ନାଚି, /କୁଳୁ କୁଳୁ ଗୀତ ଗାଇ/ଝରି ଯାଉଥିବା/ଚଗଲି ଝିଅ ଟା ପକ୍ଷାଘାତ ଭୋଗେ…..a beautiful poem! Thanks for sharing…….10
This poem has not been translated into any other language yet.
I would like to translate this poem
ତୋ ନ ଆସିବା ନେଇ କେତେ ମୁହଁ, ପେଟ ଶୁଖିଯାଏ, ଭାତ ହାଣ୍ଡି କଳାହାଣ୍ଡି ହୁଏ ।। Lovely and sensible heart well expressed.10
Thanks my dear Sanjukta for these nice words of encouragement.