ମିଳନ ର ରଙ୍ଗ- 08 (Milana Ra Ranga -008/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 08 (Milana Ra Ranga -008/Odia Poem)

Rating: 5.0

କାଲି ରାତି ସପନ ରେ ଆସି

ଯେମିତିକା ଦେଇଚ ପରଶ

ମୋ କାନ ରେ ସେ ଧୀର ପବନେ

ସତେ ଅବା ଆତ୍ମା କୁ ଛୁଇଁଚ



ପାହାଡ ର ଘାସୁଆ ଚଟାଣେ

ତୁମ ନୀଳ ଉତ୍ତରୀ କୁ ପାରି

ମୋ ମଥା କୁ ତୁମ କୋଳେ ରଖି

ଦେଉଥିଲ ଅଙ୍ଗୁଳି ସ଼ଞ୍ଚାଳି ।


ମୋ କ୍ଳାନ୍ତି କୁ, ଅବଶ ଦେହ କୁ

ତୁମ ଛୁଆଁ କରିଲା ସତେଜ

ମୋ ଅନ୍ତର, ଅବଶ ଦେହ କୁ

ଦେଇଥିଲ କି କଅଁଳ ଶେଯ...

ମିଳନ ର ରଙ୍ଗ- 08 (Milana Ra Ranga -008/Odia Poem)
Thursday, November 2, 2017
Topic(s) of this poem: love,meeting,desire,longing
POET'S NOTES ABOUT THE POEM
A meeting with the soul mate, even if in a dream, adds colours to the life.
Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence.
COMMENTS OF THE POEM
Anita Aparajita Das 02 November 2017

ପାହାଡ ର ଘାସୁଆ ଚଟାଣେ ତୁମ ନୀଳ ଉତ୍ତରୀ କୁ ପାରି ମୋ ମଥା କୁ ତୁମ କୋଳେ ରଖି ଦେଉଥିଲ ଅଙ୍ଗୁଳି ସ଼ଞ୍ଚାଳି । A highly romantic write. Thanks poet. 10++

6 0 Reply
Sabita Sahoo 02 November 2017

ମୋ କ୍ଳାନ୍ତି କୁ, ଅବଶ ଦେହ କୁ ତୁମ ଛୁଆଁ କରିଲା ସତେଜ ମୋ ଅନ୍ତର, ଅବଶ ଦେହ କୁ ଦେଇଥିଲ କି କଅଁଳ ଶେଯ... What a beautiful poem shared. Enjoyed it. 10++++

5 0 Reply
Priyanka 31 May 2019

Beautiful and sweet and melodic. Thanks for the sharing.

0 0 Reply
Suratha Kumar Rout 04 November 2017

ମୋ କ୍ଳାନ୍ତି କୁ, ଅବଶ ଦେହ କୁ ତୁମ ଛୁଆଁ କରିଲା ସତେଜ ମୋ ଅନ୍ତର, ଅବଶ ଦେହ କୁ ଦେଇଥିଲ କି କଅଁଳ ଶେଯ... Before the limbs or lips or hands feel each other, the soul and the heart starts reading each other, Great writing shared. 10+++

0 0 Reply
Prativa Rani 03 November 2017

ମୋ କ୍ଳାନ୍ତି କୁ, ଅବଶ ଦେହ କୁ ତୁମ ଛୁଆଁ କରିଲା ସତେଜ ମୋ ଅନ୍ତର, ଅବଶ ଦେହ କୁ ଦେଇଥିଲ କି କଅଁଳ ଶେଯ... A nicely penned love poem, so sweet. Love it. 10+++

1 0 Reply
Seema Sharma Rimi 02 November 2017

ପାହାଡ ର ଘାସୁଆ ଚଟାଣେ ତୁମ ନୀଳ ଉତ୍ତରୀ କୁ ପାରି ମୋ ମଥା କୁ ତୁମ କୋଳେ ରଖି ଦେଉଥିଲ ଅଙ୍ଗୁଳି ସ଼ଞ୍ଚାଳି । Highly romantic description here. 10+++

3 0 Reply
Sanjukta Sahoo 02 November 2017

କାଲି ରାତି ସପନ ରେ ଆସି ଯେମିତିକା ଦେଇଚ ପରଶ ମୋ କାନ ରେ ସେ ଧୀର ପବନେ ସତେ ଅବା ଆତ୍ମା କୁ ଛୁଇଁଚ Love in so nice way. Thanks for the poem shared. 10+

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success