ତମେ ମୋର
ରକ୍ତ ରେ ରକ୍ତ ରେ
ବୁହାଇଛ ସଂପର୍କ ର ମୋହ,
ପ୍ରଣୟ ର ସ୍ୱପ୍ନ ଭିଜା
ଶିରା ରେ ଶିରା ରେ
ବଞ୍ଚିବା ର ଦୁନିର୍ବାର ମୋହ ।
ଅସ୍ଥି-ଅସ୍ଥି,
ମଜ୍ଜା ରେ ମଜ୍ଜା ରେ
ତୁମ-ଗତ
ପ୍ରାଣ ରେ ପ୍ରାଣ ରେ
ମାଟି, ପାଣି, ଆକାଶ ରେ,
ତୁମେ ମୟ ଏ ସାରା ବିଶ୍ୱ ରେ
ଖାଲି ତୁମେ,
ଖାସ୍ ତୁମ
ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି ।।
ଏବେ ଖାଲି
ଏଇ ମୋର
ଆଖି ଆଉ ଅକ୍ଷର ରେ
ତୁମ ପରିଚୟ.
ସ୍ୱପ୍ନ ଆଉ ସଙ୍କେତ ର
ସାରା ବ୍ୟାପ୍ତି,
ସୀମା ସରହଦେ-
ଏବେ ଚରିଯାଏ ନୀଳ,
ଭରିଯାଏ
ମୋ ସାରା ଜଗତ-
ନୀଳ ନାଳ ଛୁଆଁ ରେ ତୁମର।।
ତମେ ମୋର ରକ୍ତ ରେ ରକ୍ତ ରେ ବୁହାଇଛ ସଂପର୍କ ର ମୋହ, ପ୍ରଣୟ ର ସ୍ୱପ୍ନ ଭିଜା ଶିରା ରେ ଶିରା ରେ ବଞ୍ଚିବା ର ଦୁନିର୍ବାର ମୋହ । It's a very creative, lovely and a thoughtfull poem.Thanks for sharing 10+++++++++++
wow..! Great odia moem. I enjoy this poem. Thank you sir.
ତୁମ-ଗତ ପ୍ରାଣ ରେ ପ୍ରାଣ ରେ ମାଟି, ପାଣି, ଆକାଶ ରେ, ତୁମେ ମୟ ଏ ସାରା ବିଶ୍ୱ ରେ ଖାଲି ତୁମେ, ଖାସ୍ ତୁମ ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି ।। - - - - Such a beautiful poem of love- - Thanks for sharing.
Great poem shared. Your contribution is praiseworthy. ସାରା ବ୍ୟାପ୍ତି, ସୀମା ସରହଦେ- ଏବେ ଚରିଯାଏ ନୀଳ, ଭରିଯାଏ ମୋ ସାରା ଜଗତ- ନୀଳ ନାଳ ଛୁଆଁ ରେ ତୁମର।।
ପ୍ରାଣ ରେ ପ୍ରାଣ ରେ ମାଟି, ପାଣି, ଆକାଶ ରେ, ତୁମେ ମୟ ଏ ସାରା ବିଶ୍ୱ ରେ ଖାଲି ତୁମେ, ଖାସ୍ ତୁମ ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି Great sharing.
ସାରା ବ୍ୟାପ୍ତି, ସୀମା ସରହଦେ- ଏବେ ଚରିଯାଏ ନୀଳ, ଭରିଯାଏ ମୋ ସାରା ଜଗତ- ନୀଳ ନାଳ ଛୁଆଁ ରେ ତୁମର।। Wow, quite poem, Lovely sharing. 10++++++++++
ସାରା ବ୍ୟାପ୍ତି, ସୀମା ସରହଦେ- ଏବେ ଚରିଯାଏ ନୀଳ, ଭରିଯାଏ ମୋ ସାରା ଜଗତ- ନୀଳ ନାଳ ଛୁଆଁ ରେ ତୁମର।। Wow, quite poem, Lovely sharing.
This poem has not been translated into any other language yet.
I would like to translate this poem
ପ୍ରାଣ ରେ ପ୍ରାଣ ରେ ମାଟି, ପାଣି, ଆକାଶ ରେ, ତୁମେ ମୟ ଏ ସାରା ବିଶ୍ୱ ରେ ଖାଲି ତୁମେ, ଖାସ୍ ତୁମ ସ୍ମୃତି, ଅନୁଭୂତି, ଅଭିବ୍ୟକ୍ତି great imagination your lovely poem10+++++