ତୁମ ପାଶେ ବିତୁ ଥିଲା ଦିନ
କେଡେ ବେଗେ ଜାଣୁ ମୁଁ ନଥିଲି
ସାଥୀ ର ଡାକରେ ଉଠିଲି ମୁଁ
ସପନ ରୁ ଜାଗି ମୁଁ ବସିଲି ।
ତମେ ମୋର ଆଖି ସାଥେ ଆଖି
ମନ ସାଥେ ମନ କୁ ମିଶାଇ
କେଡେ ଅନ୍ତରଙ୍ଗ ଚାହାଣୀ ରେ
ରହିଥିଲ ମୋ ଆଡେ ଅନାଇ ।।
ଅପଲକ ଆଖି କେ ଅନାଇ
ତୁମ ଆଡେ ଚାହିଁ ମୁଁ ରହିଲି
ଏ ମୂହୁର୍ତ୍ତ ଅସରା ହୁଅନ୍ତା
ଈଶ୍ୱର ଙ୍କୁ ମାଗି ଚାଲି ଥିଲି ।।।
ଅପଲକ ଆଖି କେ ଅନାଇ ତୁମ ଆଡେ ଚାହିଁ ମୁଁ ରହିଲି ଏ ମୂହୁର୍ତ୍ତ ଅସରା ହୁଅନ୍ତା ଈଶ୍ୱର ଙ୍କୁ ମାଗି ଚାଲି ଥିଲି ।।। A lovely prayer by a lover. 10++
ଅପଲକ ଆଖି କେ ଅନାଇ ତୁମ ଆଡେ ଚାହିଁ ମୁଁ ରହିଲି ଏ ମୂହୁର୍ତ୍ତ ଅସରା ହୁଅନ୍ତା ଈଶ୍ୱର ଙ୍କୁ ମାଗି ଚାଲି ଥିଲି ।।। A nice wish from God. 10+++
ଅପଲକ ଆଖି କେ ଅନାଇ ତୁମ ଆଡେ ଚାହିଁ ମୁଁ ରହିଲି ଏ ମୂହୁର୍ତ୍ତ ଅସରା ହୁଅନ୍ତା ଈଶ୍ୱର ଙ୍କୁ ମାଗି ଚାଲି ଥିଲି ।।। Love in so sacred way. 10+++ for the poem shared.
ତମେ ମୋର ଆଖି ସାଥେ ଆଖି ମନ ସାଥେ ମନ କୁ ମିଶାଇ କେଡେ ଅନ୍ତରଙ୍ଗ ଚାହାଣୀ ରେ ରହିଥିଲ ମୋ ଆଡେ ଅନାଇ ।। Lovely poem to read. 10+++
ତୁମ ପାଶେ ବିତୁ ଥିଲା ଦିନ କେଡେ ବେଗେ ଜାଣୁ ମୁଁ ନଥିଲି ସାଥୀ ର ଡାକରେ ଉଠିଲି ମୁଁ ସପନ ରୁ ଜାଗି ମୁଁ ବସିଲି । Loved and enjoyed reading this poem. 10++++
This poem has not been translated into any other language yet.
I would like to translate this poem
ଏ ମୂହୁର୍ତ୍ତ ଅସରା ହୁଅନ୍ତା ଈଶ୍ୱର ଙ୍କୁ ମାଗି ଚାଲି ଥିଲି ।।। Thanks for the lovely poem shared. Felt fresh with it. 10+++