ମିଳନ ର ରଙ୍ଗ- 10 (Milana Ra Ranga -010/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 10 (Milana Ra Ranga -010/Odia Poem)

Rating: 5.0

କେତେ ବାର ଅନୁରୋଧ କଲି

ଆଉ ଗୋଟେ ମୋହର ଲଗାଅ

ଏଇ ଖାଲି ପୃଷ୍ଠା ର ଗାଲ ରେ

ତୁମ କଲମ ର ଚୁମା ଦିଅ ।


ହେଲେ ତମେ ଜମା ଶୁଣିଲନି-

ଦୁନିଆ ଠୁ ଗୋପନ ରଖିଲ

ମୋତେ ପଛେ ମନା କରି ଦେଲ

ନୀରବ ରେ କଲବଲ ହେଲ ।।



ଥରେ ଯଦି ମୋ ଅଝଟ ଶୁଣି

ଦେଇଥାନ୍ତ କେଇ ଧାଡି ଲେଖି

ତମ ପାଶେ ଜନ୍ମ ଜନ୍ମ ଋଣୀ

ହୋଇଥାନ୍ତି ଜାଣ, ପ୍ରିୟ ସଖୀ।।।

ମିଳନ ର ରଙ୍ଗ- 10 (Milana Ra Ranga -010/Odia Poem)
Thursday, November 2, 2017
Topic(s) of this poem: desire,longing,love,love and art,love and dreams,love and friendship,love and life,meeting
POET'S NOTES ABOUT THE POEM
A meeting with the soul mate, even if in a dream, adds colours to the life.
Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence.
COMMENTS OF THE POEM
Anita Aparajita Das 02 November 2017

ଥରେ ଯଦି ମୋ ଅଝଟ ଶୁଣି ଦେଇଥାନ୍ତ କେଇ ଧାଡି ଲେଖି ତମ ପାଶେ ଜନ୍ମ ଜନ୍ମ ଋଣୀ ହୋଇଥାନ୍ତି ଜାଣ, ପ୍ରିୟ ସଖୀ।।। Wow, what a lovely letter in the poem for a beloved. 10+++ for the poem.

6 0 Reply
Suratha Kumar Rout 04 November 2017

ଥରେ ଯଦି ମୋ ଅଝଟ ଶୁଣି ଦେଇଥାନ୍ତ କେଇ ଧାଡି ଲେଖି ତମ ପାଶେ ଜନ୍ମ ଜନ୍ମ ଋଣୀ ହୋଇଥାନ୍ତି ଜାଣ, ପ୍ରିୟ ସଖୀ।।। A lovely request. 10+++

0 0 Reply
Prativa Rani 03 November 2017

ଥରେ ଯଦି ମୋ ଅଝଟ ଶୁଣି ଦେଇଥାନ୍ତ କେଇ ଧାଡି ଲେଖି ତମ ପାଶେ ଜନ୍ମ ଜନ୍ମ ଋଣୀ ହୋଇଥାନ୍ତି ଜାଣ, ପ୍ରିୟ ସଖୀ।।। love so nice. 10+++

1 0 Reply
Sanjukta Sahoo 02 November 2017

ହେଲେ ତମେ ଜମା ଶୁଣିଲନି- ଦୁନିଆ ଠୁ ଗୋପନ ରଖିଲ ମୋତେ ପଛେ ମନା କରି ଦେଲ ନୀରବ ରେ କଲବଲ ହେଲ ।। Love this poem so much. 10+++ for the sharing.

3 0 Reply
Seema Sharma Rimi 02 November 2017

ହେଲେ ତମେ ଜମା ଶୁଣିଲନି- ଦୁନିଆ ଠୁ ଗୋପନ ରଖିଲ ମୋତେ ପଛେ ମନା କରି ଦେଲ ନୀରବ ରେ କଲବଲ ହେଲ ।। Lovely appeal in the poem, nicely penned. 10++++ for it.

3 0 Reply
Sabita Sahoo 02 November 2017

ଥରେ ଯଦି ମୋ ଅଝଟ ଶୁଣି ଦେଇଥାନ୍ତ କେଇ ଧାଡି ଲେଖି ତମ ପାଶେ ଜନ୍ମ ଜନ୍ମ ଋଣୀ ହୋଇଥାନ୍ତି ଜାଣ, ପ୍ରିୟ ସଖୀ।।। what a lovely write for the beloved. 10+++

6 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success