ମିଳନ ର ରଙ୍ଗ- 32 (Milana Ra Ranga -032/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 32 (Milana Ra Ranga -032/Odia Poem)

Rating: 5.0

କାଲି ତମେ

ପଢିଲନି ଜମା

ମୋ ଅନ୍ତରେ

ତୁମ ପାଇଁ ଝରୁଥିବା ଗୀତି,


କାହିଁକି ଯେ

ଥିଲା ନୀରବତା,

ତୁମ ଆଖି -

ଚାହାଣୀ ରେ ଗୋଟେ ଶୀତ ରାତି ।



ଯେତେବେଳେ

ନେଲ ବି ମେଲାଣି

ତା ପର ଠୁ

ଆଉ ମୁହଁ ଦେଖାଇଲ ନାହିଁ ।


ମୋତେ ଯେଉଁ

କଥା ପଚାରିଲ

ତାହା ତେବେ,

ଲଗାଇଲ, ଶେଷ ରେ ମୋ ପାଇଁ?

ମିଳନ ର ରଙ୍ଗ- 32 (Milana Ra Ranga -032/Odia Poem)
Thursday, November 23, 2017
Topic(s) of this poem: desire,longing,love,love and dreams,love and friendship,love and life
COMMENTS OF THE POEM
Prativa Rani 23 November 2017

ମୋତେ ଯେଉଁ କଥା ପଚାରିଲ ତାହା ତେବେ, ଲଗାଇଲ, ଶେଷ ରେ ମୋ ପାଇଁ? Beautiful poem shared. The colour of union is crystal clear. 10++++

3 0 Reply
Subhas Chandra Chakra 23 November 2017

Thank you Rani for the lovely remarks.

0 0
Subhas Chandra Chakra 24 November 2017

Thanks dear for the beautiful remarks and your words of inspiration.

0 0
Kshirod Kumar Dehury 24 November 2017

beautiful poem, i am enjoy this poem.thanks for sharing.10++++

2 0 Reply
Mayurakshi Ojha 02 December 2017

ତାହା ତେବେ, ଲଗାଇଲ, ଶେଷ ରେ ମୋ ପାଇଁ? Beautiful poem shared. The colour of union is crystal clear. 10+ Eva

0 0 Reply
Mayurakshi Ojha 02 December 2017

ତାହା ତେବେ, ଲଗାଇଲ, ଶେଷ ରେ ମୋ ପାଇଁ? Beautiful poem shared. The colour of union is crystal clear. 10+

0 0 Reply
Seema Sharma Rimi 02 December 2017

ମୋତେ ଯେଉଁ କଥା ପଚାରିଲ ତାହା ତେବେ, ଲଗାଇଲ, ଶେଷ ରେ ମୋ ପାଇଁ? Beautiful poem shared. The colour of union is crystal clear. 10++

1 0 Reply
Sonali Parida 02 December 2017

ମୋତେ ଯେଉଁ କଥା ପଚାରିଲ ତାହା ତେବେ, ଲଗାଇଲ, ଶେଷ ରେ ମୋ ପାଇଁ? Beautiful poem shared. The colour of union is crystal clear. 10+ Sonali

1 0 Reply
Kumarmani Mahakul 24 November 2017

କାଲି ତମେ ପଢିଲନି ଜମା ମୋ ଅନ୍ତରେ ତୁମ ପାଇଁ ଝରୁଥିବା ଗୀତି, .. . ଚମତ୍କାର ଭାବାନ୍ତର. ହ୍ରୁଦୟର ନିଭ୍ରୂତ କୋଣରେ ଝରୁଥାଏ ଅସରନ୍ତି ଗୀତି କେବଳ ତୁମ ପାଇଁ ସିନା ପଢ଼ିଲନି ଥରଟିଏ ମାତ୍ର ତବ ନିରବତା ଚାହାଣୀରେ ରହିଅଛି ଏକ ଶୀତ ରାତି............. ଚମତ୍କାର ଚକ୍ର ବନ୍ଧୁ ତୁମ୍ଭର ବର୍ଣ୍ଣନା ତବ ଲେଖା ପଢି ନେଲେ ଭୁଲି ତ ହୁଏନା ଧନ୍ୟବାଦ କବିବର ଧନ୍ୟ ତବ ଲେଖା ସ୍ରୁଜୁଥାନ୍ତୁ ଏହିପରି ଅନେକ କବିତା. (Beautiful poem with stunning expression. Thanks for sharing.)

1 0 Reply
Subhas Chandra Chakra 24 November 2017

Thanks for the compliment Sir. It's more than a prize when I get one from Kumarmani Sir, the greatest pride of My state, my Odisha. Thanks for the great remarks. Regards. Subhas

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success