ପିଲାଦିନ- ୧୧ (Childhood-11) Poem by Dr Dillip K Swain

ପିଲାଦିନ- ୧୧ (Childhood-11)

Rating: 5.0

ଗଣେଶ ପୂଜା ରାତିରେ
ମୁଁ ଭଲରେ ଟିକେ
ଶୋଇପାରିଲିନି...

କାକଳି ମୋତେ
ଗାଳିଦେଇ ଚାଲିଗଲେ
କିନ୍ତୁ ମୋ ଉପରେ ରାଗିନଥିଲେ!

ମନକୁ ବୁଝେଇ ଶୋଇପଡିଲି...

ପିଲାଦିନର ଏମିତିକା
ଘଟଣାସବୁ ମନେପଡ଼ିଯାଏ
କିଛି ଖୁସି, କିଛି ଦୁଃଖ
ଫେଣ୍ଟା ଫେଣ୍ଟି ହେଇ
ପଛରେ ପକେଇଥିବା ଅନୁଭୂତି
ମନେପଡିଯାଏ!

ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success