ନୃତ୍ୟ ମଂଚ (Dance Podium) Poem by Dr Dillip K Swain

ନୃତ୍ୟ ମଂଚ (Dance Podium)

Rating: 5.0

ମୁଁ ନୃତ୍ୟ ଦେଖୁଚି...

ନୃତ୍ୟ ମଂଚର ମାଲିକ
ନର୍ତ୍ତକୀଙ୍କୁ ନଚେଇ ନଚେଇ
ଦି ପଇସା ପାଉଚି
କେବେ ତା ସାମ୍ନା ଦେଖେଇ
ଆଉ କେବେ ତା ପଛ ଦେଖେଇ

କିନ୍ତୁ ମଂଚର ମାଲିକ
ତାଙ୍କ ସ୍ୱାମୀ ଜଣେ ନର୍ତ୍ତକ
ଜାଣି ସୁଦ୍ଧା ଏ ପର୍ଯ୍ୟନ୍ତ
ନାଚିବାକୁ ସୁଯୋଗ ଦେଉନି!

ମୁ ବୁଝି ପାରୁନି
କାହିଁକି ଏ ପର୍ଯ୍ୟନ୍ତ
ସେ ନର୍ତ୍ତକ ଜଣକ
ନୃତ୍ୟ ମଂଚକୁ ଆସି ନାହାନ୍ତି


ଦୁଇ ଜଣକୁ
ନୃତ୍ୟ ମଂଚକୁ ନିଆଯାଉ
ଆଉ ଦର୍ଶକମାନକ
ମନମୁଗ୍ଧ କରାଯାଉ!

ସେମାନେ ନାଚନ୍ତୁ
ଧାକ-ଦଧିନ-ଧୀନା
ଦଧିନ, ଦଧିନ-ଧୀନା

Copyright @ Dillip K

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success