ଚୁମା ଦିଅ, ହେଉ ପଛେ ଥରୁଟିଏ ପାଇଁ (Kiss Me, Be It For Once../ Odia Poem) Poem by Subhas Chandra Chakra

ଚୁମା ଦିଅ, ହେଉ ପଛେ ଥରୁଟିଏ ପାଇଁ (Kiss Me, Be It For Once../ Odia Poem)

Rating: 5.0

ମୋର ବାକିତକ ପରମାୟୁ ନେଇ

କଥା ଦିଅ,

ଚୁମା ଦେବ-

ମାତ୍ର ଥରୁଟିଏ ପାଇଁ ।


ଜନ୍ମ ଜନ୍ମ

ମଶାଣି ରେ ବଞ୍ଚୁଥିବି ପଛେ

ମୁଁ ଅମର ହୋଇଯିବି-

ତମ ଚୁମା ପାଇ..

ହେଉ ପଛେ

ଥରୁଟିଏ ପାଇଁ ।।

Tuesday, February 13, 2018
Topic(s) of this poem: kiss,love,love and friendship
COMMENTS OF THE POEM
Rajendra Rout 07 March 2018

ଜନ୍ମ ଜନ୍ମ ମଶାଣି ରେ ବଞ୍ଚୁଥିବି ପଛେ ମୁଁ ଅମର ହୋଇଯିବି- ତମ ଚୁମା ପାଇ.. ହେଉ ପଛେ ଥରୁଟିଏ ପାଇଁ ।। Very romantic poem.i enjoy this lovely poem

0 0 Reply
Prativa Rani 14 February 2018

ମୋର ବାକିତକ ପରମାୟୁ ନେଇ କଥା ଦିଅ, ଚୁମା ଦେବ- ମାତ୍ର ଥରୁଟିଏ ପାଇଁ । A romantic appeal in the lines. 10++

1 0 Reply
Sanjukta Sahoo 14 February 2018

ଜନ୍ମ ଜନ୍ମ ମଶାଣି ରେ ବଞ୍ଚୁଥିବି ପଛେ ମୁଁ ଅମର ହୋଇଯିବି- ତମ ଚୁମା ପାଇ.. ହେଉ ପଛେ ଥରୁଟିଏ ପାଇଁ ।। Beautiful poem, highly romantic.10

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success