ଏ ରାତି ସମୟରେ
କାହାକୁ ପାଇବ ନି କୋଉଠି।
ସକାଳ ଯଦି ତୁମର ଅପେକ୍ଷାରେ
...
All within me
Peace, motion,
And laziness.
...
ମୋର ଆଖି କହିବ ମୋର ହୃଦୟର କଥା।
ଆଖି କଣ ମୋର?
ଜାଣେ, ମୋ ହୃଦୟରେ ତୁମେ।
...
Store house of life;
This world,
My love.
...