Here I Am Alone Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Here I Am Alone

Rating: 5.0

Here I am alone
Like the sun rising and setting
Like the air flowing
I am alone outside and
Also inside.

I am moving,
I am eating sleeping
Alone I am living.
You are here with me
Today, may not be tomorrow,
If I am not helping you in any way.

Think not otherwise
I am not telling you personally,
My words are hard though.
Here in this life
Sweet bitter find everything,
I have taken birth alone,
I will die alone,
I am strong and fit, see.

See, the earth is rotating alone,
Night and days are like
Happiness and sorrows,
I have learnt to bear everything
Like hot and cold.
Think not otherwise,
Here I am and
I am alone.

In kosli language

ଅଛେଁ ମୁଇଁ
ଗଜାନନ ମିଶ୍ର

ଏକ୍ଲା ପାରସିଁ ରହି,
ହେ ଜେନ୍ ଉଦୁଛେ ବୁଡୁଛେ
ଫେର୍ ଉଦୁଛେ ଏକ୍ଲା।
ହେ ଜେନ୍ ବୁହୁଛେ ଇନୁ ହେନ୍କେ
ହେନୁ ଇନ୍କେ ଏକ୍ଲା।
ହେ ଜେନ୍ ଜଲୁଛେ ଭିତରେ ବାହାରେ
ଏକ୍ଲା।

ହେନ୍ତା ମୁଇଁ ରହିଛେଁ,
ରହି ପାର୍ମି, ଚାଲ୍ ବୁଲ୍ କରିପାର୍ମି,
ଖାନାପିନା ସୁନା କରିପାର୍ମି,
ପାରୁଛେଁ ଭି।
ଆରୁ ବାଁଚିଛେଁ।

ତୁଇ ଅଛୁ ଆଏଜ୍,
କାଏଲ୍ ଥିବୁ କି ନେଇଁ ଜନା।
ତୁଇ ମାରବୁ ଲାତ୍ ଆରୁ ଭାଗବୁ,
ତୋର୍ କାମକେ ନେଇଁ ଆଏଲେ ଜନା।
ଖରାପ୍ ଭାବବାର ନେଇଁ କିଛୁ
ରୋକ୍ ଠୋକ୍ କଡା କହୁଛେଁ ଆଠ୍ନା।

ଦେଖ୍, ଇନ ଅଛେ ପିତା, ଅଛେ ମିଠା,
ଅଛେ ଖଟା।
କାଣା ନେଇଁ ନ ଇନେ!
ମୁଲ୍ ହେଲାବେଲକେ ଇ ଜିବନ
ଜନମ୍ ହେଇଥିଲିଁ ଏକ୍ଲା,
ସରଲାବେଲକେ ସଏଲତା ଅଁତ୍ ଭି
ହେବା ଇ ଜିବନ୍, ମରମି ଏକ୍ଲା।

ଏକ୍ଲା ଭେକ୍ଲା ନେଇଁ ସେ ମୁଇଁ,
ସବୁ ପୁରିଛେ ଇ ମୋର୍ ଭିତ୍ରେ।
ଏକ୍ଲା ପୁର୍ଥି ଘୁରୁଛେ ଦିନରାଏତ୍
ଦେଖୁଛୁଁ କି ନେଇଁ!
ସହି ସିଖିଛେଁ, ରହି ସିଖିଛେଁ
ଆରୁ ଗୁରଦୁଟେ ଜାନ୍ଲିଁ ନ, ଜାନିଛେଁ।
ଜାନିଛେଁ ଖରା କାକର୍ ମୋର୍ ଆଏ।
ବୁରା ଭାବବାର୍ ନେଇଁ କିଛୁ,
ଅଛେ ମୁଇଁ, ଥିଲିଁ ଆରୁ ଥିମି ଏନ୍ତି।

ତପୋବନ, ଟିଟିଲାଗଡ-767033

Thursday, December 14, 2023
Topic(s) of this poem: life
COMMENTS OF THE POEM
Dr Dillip K Swain 14 December 2023

Who said you are alon? The nature is with you. I am so happy that you are free, fearless and indipendent...that's great!

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success