ବଞ୍ଚିବାର ଇଚ୍ଛା, ଜିଇଁ ବାର ସ୍ଵପ୍ନ
ଦୁଃଖ କୁ ସହି, ଆଗକୁ ବଢିବାର ଉଦ୍ୟମ
ଅନ୍ୟ ପାଇଁ ସର୍ମପିତ ଶ୍ରମ
ଏଇ ତ ଜୀବନ
ରାଗ-ରୋଷ, ପାପ-ପୁଣ୍ୟ
ଦେବାକୁ ହୁଏ ଏଠି ସବୁରି ହିସାବ
ସ୍ଵାର୍ଥର ଅଙ୍କ କଷା-କାଷି ଛାଡି
ଗତି କରୁ ଏ ଜୀବନ
ସୁଖ-ଦୁଃଖ, ହାନୀ-ଲାଭ
ହସ-ଲୁହ, ଜୟ-ପରାଜୟ
ପ୍ରତ୍ୟେକ ଜୀବନ ର ଏକ ଅଭିନ୍ନ ଅଙ୍ଗ
ଚୀର ସ୍ମରଣୀୟ ହେଉ ଏ ଜୀବନ
ଦେଇ ଆମ ଶ୍ରମ, କର୍ମ ଓ ବଳିଦାନ
You have portrayed beautiful details of life in this fascinating poem dear Sada..10
This poem has not been translated into any other language yet.
I would like to translate this poem
Thanks Dillu for your encouragement and comments.