ଖୁସିରେ ସମ୍ମିଳିତ
ଦୁଃଖରେ ମର୍ମାହତ
ଅଶ୍ରୁ ପାଇଁ ବଢେ ହାତ
ହୃଦୟରେ ସମାହିତ
ସ୍ଵପ୍ନରେ ସଂଯୋଜିତ
ମନରେ ବିଚଳିତ
ତୁମେ ମୋ ଜୀବନ ପ୍ରଦୀପ
I am delighted to revisit this lovely poem! Stay always blessed my dear friend!
ହୃଦୟରେ ସମାହିତ ସ୍ଵପ୍ନରେ ସଂଯୋଜିତ ମନରେ ବିଚଳିତ ତୁମେ ମୋ ଜୀବନ ପ୍ରଦୀପ ଆ8..ଚମତ୍କାର ଲେଖିଚନ୍ତି ଆପଣ, ଏଇ କବିତା ଟି ୁାଇଁ ଅଶେଷ ଧନ୍ୟବାଦ। Thanks for the sharing. 10
ତୁମେ ମୋ ଜୀବନ ପ୍ରଦୀପ.......beautiful....thanks for sharing!
This poem has not been translated into any other language yet.
I would like to translate this poem
tume mo jibana pradipa, sundar sundar