ପଦ ମନ ଜାଣି
ଆସେ ପଦ ମନ ଜାଣି,
ଦିଶେ ଦୃଶ୍ୟ ଦିଶେ ପାଦପାଣି।
...
ମୋ ମାତୃଭାଷା ଉପରେ
ଯଦି ଆଉ କେହି ଲଦି ଦିଏ
ଆଉ କୋଉ ଭାଷା
ଚିରି ଦେବି ଦି ଗଡ,
...
Take a break and attack
Again and again
On the same point.
Your issue is genuine
...
The sun must set
To be able to rise.
They said again.
But we all know
...
ମୋ ବାପା ମା ଗୋଟେ,
ଅଲଗା ନୁହଁ।
ମା ଅଲଗା ତୁମର,
...
Writing poetry is never
A wrestling match.
Writing poetry is a
Continuous efforts
...