ପଦ ମନ ଜାଣି
ଆସେ ପଦ ମନ ଜାଣି,
ଦିଶେ ଦୃଶ୍ୟ ଦିଶେ ପାଦପାଣି।
ମହାନଦୀ କାହିଁ?
କାହିଁ ଉଜାଣି?
କାହିଁ ପିତୃଦତ୍ତ ଭୂମି?
ଫାନ୍ଦ ଅଛି,
ଅଛି ଜଡା ବୃକ୍ଷରେ।
ଜ୍ଞାନ ଅଛି,
ଅଛି କବି କଳାରେ।
ଦୁଃଖ,
ଦିବସ ରଜନୀ।
ଦୂବଦାରୁ
ଫରକ ନାହିଁ।
ମାସଋତୁ କିଛି ନାହିଁ
ଆକାଶ ଖାଲି
ରହିଛି ଚାହିଁ।
କୃମିକୀଟ ବାଇ,
ଦୁର୍ଦ୍ଦଣ୍ଡ କଷ୍ଟ
ଭୋଗୁଛି ମୁ ହିଁ ।
ଏଣେତେଣେ,
ମନ ସ୍ଥିର ନାହିଁ,
ଘୋରବଣ,
ଭୟଙ୍କର
ବଣର ଗର୍ଜନ,
ରକ୍ଷା କରିବାକୁ
କେହି ନାହିଁ।
This poem has not been translated into any other language yet.
I would like to translate this poem
nobody is there to share pain and sorrow