ଜୀବନ ଅଛି,
ଅଧିକାର ଅଛି,
ଆଇନ ଅଛି,
ସାର୍ବଭୌମତ୍ୱ ଅଛି,
...
କାର୍ ଟା ରହିଗଲା ବାଟରେ,
ଦେଖିଲାବେଳକୁ ଆମେ
ଜଙ୍ଗଲର ମଝାମଝିରେ।
...
ଶୀତ ନାହିଁ, ନାହିଁ ଶୀତ।
ଅଛ ତୁମେ, ତୁମେ ଅଛ।
ମୁଁ ମୋର ଖୋଜି ଚାଲିଛି ମତେ,
...
I am both
Mad and sad.
All mad and
Sad are with me.
...
ପଂଜିକା ପଢି ଜାଣିଲା
କୁହାଗଲା ପଣ୍ଡିତ।
ଦିସ ଦେଟ କହିପାରିଲା
...
ସବୁକୁ
ପାରିଲି ନି ଦେଖି
ପାରିଲି ନି ଜାଣି
ସତ୍ୟ କଣ କୋଉଠି।
...