ପଂଜିକା ପଢି ଜାଣିଲା
କୁହାଗଲା ପଣ୍ଡିତ।
ଦିସ ଦେଟ କହିପାରିଲା
କୁହାଗଲା ସାହେବ।
ଏମିତି ଆମ
ଗାଁ ଲୋକ।
ଦନାରେ ଛାକେ ମଦ ଆଉ
ଫୁଟେ ଝୋଳ,
ବଜାଅ ତେଣିକି
ଖୋଳ।
ଆପତ୍ତି ନାହିଁ କାହାର,
କର ଯାହା କରୁଛ।
This poem has not been translated into any other language yet.
I would like to translate this poem
In a democracy the people are the sovereign, and everything belongs to them. But in Odisha, the peoples representative and the officials are exploiting the people like anything.