ଗଛର ପତ୍ରଗୁଡିକ The Leaves Of The Tree Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗଛର ପତ୍ରଗୁଡିକ The Leaves Of The Tree

କାର୍ ଟା ରହିଗଲା ବାଟରେ,
ଦେଖିଲାବେଳକୁ ଆମେ
ଜଙ୍ଗଲର ମଝାମଝିରେ।

ଅବଶ୍ୟ ବାଘଭାଲୁର ଭୟ ନାହିଁ।
ଆମ ପାଖରେ ନ ଥିଲା କିଛି ରୂପ ଧନ କ୍ଷମତା,
ସମ୍ଭାବନା ନ ଥିଲା ମାଓବାଦୀଙ୍କ ଉତ୍ପାତ ବି।

ଆମେ ଯିବୁ କେଉଁଆଡେ
ଆଉ କରିବୁ କଣ ପାରୁ ନ ଥିଲୁ ଭାବି।

ମେଘ ଥିଲା ଚାରିଆଡେ।
ପବନ ବି ଥିଲା ଜୋର୍ ।

ରୋମାଂଚିତ ହେଉଥିଲା ମନ।
ପାରୁ ନ ଥିଲୁ ଜାଣି
ଆମ ପାଖରେ ଅଛି କେତେଦିନ।

ଗଛର ପତ୍ରଗୁଡିକ ଅବଶ୍ୟ
ଆମର ଅସହାୟତା କରୁଥିଲେ ଅନୁଭବ।

ଆମେ ବାନ୍ଧୁଥିଲୁଁ ଭାବରେ ଭାବ,
ଥାଉ ପଛେ ଅନେକ ଅଭାବ।

Tuesday, December 12, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success