ଗୁଣ ଦେଖି Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗୁଣ ଦେଖି

Rating: 5.0

ଭରସା ଥିଲା
ଅଛି ବି,
ଆଉ ସେଥିପାଇଁ
ମୁଁ ଅଛି ଏଠି
ତୁମ ପାଖରେ
ଏ ଯାଏ ।

ଯୋଉମାନଙ୍କର
ଆଉ ଯୋଉମାନେ
କାଳସର୍ପ ଘେରରେ
ଆଉ କାଳସର୍ପ ଯୋଗରେ
ସେମାନଙ୍କୁ ମନେରଖ
ଆଉ ଏଡାଇଦିଅ ବାଁ ହାତରେ
ସେମାନେ ବିଶ୍ୱାସଘାତୀ
ଆଉ ବିଶ୍ୱାସଘାତକ ।

କହିଥିଲି ଆଉ କହୁଛି
ପରୀକ୍ଷା କରିନିଅ ସମୟ,
ଦେଖ, କିଏ କିଏ ସବୁ
କରି ଚାଲିଛନ୍ତି କଣ କଣ ।

ଚିହ୍ନିରଖ ଭ୍ରାତାଙ୍କ ବଦନ,
କରିଯାଅ କର୍ତବ୍ୟ ସମ୍ପାଦନ ।

ଯେ ଯେତେଲୋକ
ଦେଖୁଛ ଏଠି
ଜଣେ ବି ଶତ୍ରୁ ନୁହନ୍ତି ।

ଗୁଣ ଦେଖି ଗୁଣିଆ ହେବା
ତୁମକୁ ଯାହା ଜଣା ନାହିଁ ।

ତଥାପି ଚିନ୍ତା କର ନି,
ଆଗେଇ ଯାଅ, ତୁମ
ଭିତରେ ତ କିଛି ନାହିଁ,
କିଛି ଭାବିବାର ନାହିଁ ।

Saturday, November 19, 2016
Topic(s) of this poem: men
POET'S NOTES ABOUT THE POEM
The poem is in Odia language, Odia is an ancient language, it is recognized as a classical language by the Govt of India. This Odia language is the official language of the state of Odisha, India. The poem is written in Brahmi script or Lipi. The meaning of the poem in a nutshell - Trust is the main thing in life, but be cautious to the treacherous, deceiver, traitors. They are there to destroy every good. But worry not and be confident and proceed forward, success is ahead.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success