ଯିବା କଥା
କୁଆଡେ କେମିତି
ଜଣା ନାହିଁ
ଅଥଚ ହମ ହମ ଯିବାକୁ ।
ଯାଇ ବା
କରିବ କଣ
କାହିଁକି କେତେବେଳେ
ନାହିଁ ଭାବନାରେ ।
କିନ୍ତୁ ବୁଲୁଛ
ତୁମରି ରାଇଜରେ
କହି କହି ଯେ
ଜିଣିଛ ଗଡ ଏଠାରେ ।
This poem has not been translated into any other language yet.
I would like to translate this poem