ଆଜି ଆମେ
ଏଠି ଏମିତି।
କାଲି କିଏ
ଥିବ କୋଉଠି
କେମିତି କିଏ
ପାରିବ କହି!
ଆଜି ହିଁ
କେବଳ ଆମର,
ଆମେ କିନ୍ତୁ
ନୁହେଁ କାହାର ।
ପାଣି ପବନ
ସବୁ ଠିକ
ଆମେ ଖାଲି
ଯାଉଛୁଁ ବିଗିଡି
ସମୟ ଚାପରେ ।
This poem has not been translated into any other language yet.
I would like to translate this poem